ରଜରେ ସ୍ୱତନ୍ତ୍ର ଆଈ ହାତ ତିଆରି ପିଠା : ଅର୍ଡରର ୨୪ ଘଣ୍ଟାରେ ଘରେ ପହଞ୍ଚିବ ରଜ ପିଠା, ପାନ

କଟକ: ରାତି ପାହିଲେ ରଜ। ଏବେ କରୋନା ପାଇଁ ଅନେକ କଟକଣା। କିନ୍ତୁ ସହରବାସୀଙ୍କୁ ରଜ ପିଠା ଓ ପାନର ଆନନ୍ଦ ଦେବାକୁ ଅନେକ ଏବେ ଅନଲାଇନ୍ ସୁବିଧା ଯୋଗାଇ ଦେବାକୁ ଆଗଭର ହୋଇଛନ୍ତି। ଭୁବନେଶ୍ବରର ଦୁଇ ଜଣ ଯୁବ ଇଂଜିନିୟର ଉଭୟ କଟକ-ଭୁବନେଶ୍ବରରେ ଏଭଳି ସେବା ଆରମ୍ଭ କରିଥିବା ବେଳେ କଟକରେ ଗ୍ରାନିସ ପିଠା ଆଣିଛି ସ୍ୱତନ୍ତ୍ର ଆଈ ହାତରନ୍ଧା ପିଠା। କଟକର ନିବେଦିତା ସାହୁ ଗ୍ରାହକଙ୍କ ପାଇଁ … Continue reading ରଜରେ ସ୍ୱତନ୍ତ୍ର ଆଈ ହାତ ତିଆରି ପିଠା : ଅର୍ଡରର ୨୪ ଘଣ୍ଟାରେ ଘରେ ପହଞ୍ଚିବ ରଜ ପିଠା, ପାନ